Babul Supriyo Rupa Bagichare Tu Sunara Phula Скачать

Babul Supriyo Rupa Bagichare Tu Sunara Phula

Babul Supriyo

Rupa Bagichare Tu Sunara Phula

77 прослушиваний
04:39
Все треки Babul Supriyo Текст песни
Слушать
Скачать песню

Текст песни «Rupa Bagichare Tu Sunara Phula»

Babul Supriyo

ରୁପା ବଗିଚାରେ ତୁ ସୁନାର ଫୁଲ
ତୋଳିନବ କିଏ ତତେ ଦେଇ ତୋ ମୂଲ?
ରୁପା ବଗିଚାରେ ତୁ ସୁନାର ଫୁଲ
ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?

ଗଢ଼ିଦବ କିଏ ତତେ?
ଗଢ଼ିଦବ କିଏ ତତେ ମୋତି ମହଲ?

ରୁପା ବଗିଚାରେ ତୁ ସୁନାର ଫୁଲ
ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?

ଆଖି ନୀଳ-ନୀଳ ଗଙ୍ଗାଜଳ
ଯମୁନା ପରି ତୋ ଚାଲି
କେମିତି ଆସିଲୁ କାହା ସାଥେ
ସରଗ କବାଟ ଖୋଲି?

ହେ, ଆଖି ନୀଳ-ନୀଳ ଗଙ୍ଗାଜଳ
ଯମୁନା ପରି ତୋ ଚାଲି
କେମିତି ଆସିଲୁ କାହା ସାଥେ
ସରଗ କବାଟ ଖୋଲି?

ସଜ ତୋର ସାତରଙ୍ଗ
ସଜ ତୋର ସାତରଙ୍ଗ, କଥା ଚଞ୍ଚଳ

ରୁପା ବଗିଚାରେ ତୁ ସୁନାର ଫୁଲ
ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?

କେଉଁ ବିଧାତାର ହାତଗଢ଼ା ସୁନାର କଣ୍ଢେଇ ତୁ?
କିଏ ସାଇତିବ ତତେ ନେଇ, ସେ କଥା ଭାବୁଚି ମୁଁ
ହେ, କେଉଁ ବିଧାତାର ହାତଗଢ଼ା ସୁନାର କଣ୍ଢେଇ ତୁ?
କିଏ ସାଇତିବ ତତେ ନେଇ, ସେ କଥା ଭାବୁଚି ମୁଁ

ଲାଜ ତୋର ମଲ୍ଲି ଫୁଲ
ଲାଜ ତୋର ମଲ୍ଲି ଫୁଲ, ହସ ବଉଳ

ରୁପା ବଗିଚାରେ ତୁ ସୁନାର ଫୁଲ
ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
ଗଢ଼ିଦବ କିଏ ତତେ?
ଗଢ଼ିଦବ କିଏ ତତେ ମୋତି ମହଲ?

На странице доступен трек Rupa Bagichare Tu Sunara Phula от Babul Supriyo (04:39). Слушайте онлайн или загрузите в mp3 в один клик бесплатно на свое устройство — выше есть текст песни.

Другие песни Babul Supriyo

Все 33 трека

Свежее на Muzfrog

Все новинки →