Ira Mohanty Mora Nahin Sehi Radha Rani Bhaba Скачать

Ira Mohanty Mora Nahin Sehi Radha Rani Bhaba

Ira Mohanty

Mora Nahin Sehi Radha Rani Bhaba

44 прослушивания
05:20
Все треки Ira Mohanty Текст песни
Слушать
Скачать песню

Текст песни «Mora Nahin Sehi Radha Rani Bhaba»

Ira Mohanty

ମୋର ନାହିଁ ସେଇ ରାଧାରାଣୀ ଭାବ, ମୋର ନାହିଁ ସେଇ ରାଧାରାଣୀ ଭାବ
ତତେ କେମିତି ଡାକିବି କହ ରାଧାମାଧବ

ମୋର ନାହିଁ ସେଇ ମୀରାବାଇ ଭାବ, ମୋର ନାହିଁ ସେଇ ମୀରାବାଇ ଭାବ
ତୋତେ କେମିତି ଡାକିବି କହ କୃଷ୍ଣକେଶବ

ମୁଁ ନାରୀ ଟିଏ ତୁ ନାରାୟଣ
ମୁଁ ଦେହ ହେଲେ ତୁ ମୋର ପ୍ରାଣ
ତୁ ଅଗତି ର ଗତି ମୋର ଧନ

କଳାମାଧବ, ମାଧବ କଳାମାଧବ

ମୋର ନାହିଁ ସେଇ ରାଧାରାଣୀ ଭାବ, ମୋର ନାହିଁ ସେଇ ରାଧାରାଣୀ ଭାବ
ତତେ କେମିତି ଡାକିବି କହ ରାଧାମାଧବ, ରାଧାମାଧବ

ମୁଁ ମୁଁ ମୁଁ ରଙ୍କୁଣି ଟେ ତୁ ତୁ ତୁ ରଙ୍କନିଧି
ତୋ ଭାବ ରେ ଦେଇଛୁ ଛନ୍ଦି
ମୁଁ ମୁଁ ମୁଁ ଯୋଗିଆଣୀ ତୁ ତୁ ତୁ ମହାବାହୁ
ମୋ ଥାଳ ଦବୁନି ଭାଙ୍ଗି

ମୋ କଣ୍ଠ ରେ ତୋ ଭଜନ କୀର୍ତ୍ତନ
ତୁମ ଗୀତା ଭାଗବତ ପ୍ରବଚନ
ତୋ ସାଥେ ବନ୍ଧା ମୋର ଏ ଜୀବନ

ଦିନବାନ୍ଧବ, ବାନ୍ଧବ ଦିନବାନ୍ଧବ

ମୋର ନାହିଁ ସେଇ ରାଧାରାଣୀ ଭାବ, ମୋର ନାହିଁ ସେଇ ରାଧାରାଣୀ ଭାବ
ତତେ କେମିତି ଡାକିବି କହ ରାଧାମାଧବ, ରାଧାମାଧବ

ତୁ ତୁ ତୁ ମୋ ଚନ୍ଦନ ତୁ ତୁ ତୁ ମୋ ତୁଳସୀ
ତୁ ମୋର କୈବଲ୍ୟପାଣି
ତୁ ତୁ ତୁ ଗଳାମାଳି ମୋ ମୋ ମୋ ଆଶାବାଡି
ତୁ ମୋର ନୟନମଣି

ମୁଁ ଶାରୀ ଟିଏ ତୁ ପରା ଶ୍ରୀହରି
ତତେ ଭଜିଭଜି ପ୍ରାଣ ଯାଉ ଛାଡି
ଆତ୍ମା ଖୋଜେ ମୋର ତୋ ବିଷ୍ଣୁ ପଞ୍ଜୁରୀ

କଳାସାଧବ, ସାଧବ କଳାସାଧବ

ମୋର ନାହିଁ ସେଇ ରାଧାରାଣୀ ଭାବ, ମୋର ନାହିଁ ସେଇ ରାଧାରାଣୀ ଭାବ
ତତେ କେମିତି ଡାକିବି କହ ରାଧାମାଧବ

ମୋର ନାହିଁ ସେଇ ମୀରାବାଇ ଭାବ, ମୋର ନାହିଁ ସେଇ ମୀରାବାଇ ଭାବ
ତୋତେ କେମିତି ଡାକିବି କହ କୃଷ୍ଣକେଶବ

ମୁଁ ନାରୀ ଟିଏ ତୁ ନାରାୟଣ
ମୁଁ ଦେହ ହେଲେ ତୁ ମୋର ପ୍ରାଣ
ତୁ ଅଗତି ର ଗତି ମୋର ଧନ

କଳାମାଧବ, ମାଧବ କଳାମାଧବ

На странице доступен трек Mora Nahin Sehi Radha Rani Bhaba от Ira Mohanty (05:20). Слушайте онлайн или загрузите в mp3 в один клик бесплатно на свое устройство — выше есть текст песни.

Другие песни Ira Mohanty

Все 36 треков

Свежее на Muzfrog

Все новинки →